ଅଛଙ୍କା Achhaṅkā

  • ଦେ. ବିଣ — ଅଛଣା; ଯେଉଁ ତରଳ ପଦାର୍ଥ ବସ୍ତ୍ରାଦି ଦ୍ୱାରା ଛଣା ହୋଇ ନାହିଁ — Unsifted (liquid)
  • ଦେ. ବିଣ — ଅବଘରା (ତରକାରୀ) — (Curry) Which has not been flavoured with the fried spices