ଅଛଇ Achhai
- (ପଦ୍ୟରେ ବ୍ୟବହୃତ)—ଦେ. କ୍ରି — ଅସ ଧାତୁ ବର୍ତ୍ତମାନ କାଳ 3 ୟ ପୁରୁଷ ଅନାଦରାର୍ଥକ ଏକବଚନରେ ବ୍ୟବହୃତ ଆକାର — ଅସ ଧାତୁ ବର୍ତ୍ତମାନ କାଳ3ୟ ପୁରୁଷ ଅନାଦରାର୍ଥକ ଏକବଚନରେ ବ୍ୟବହୃତ ଆକାର(He; She; It, Is)
- (ପଦ୍ୟରେ ବ୍ୟବହୃତ)—ଦେ. କ୍ରି — ଅଗୁରୁ ବୃକ୍ଷର ମୂଳ ଅଛଇ ପର୍ବତେ—ସାରଳା ମହାଭାରତ, ଉଦ୍ଯୋଗ।