ଅଚ୍ୟୁତାବାସ Achyutābāsa

  • ସଂ. ବି. ( 6 ଷ୍ଠୀ ତତ୍; ଅଚ୍ୟୁତ+ଆବାସ) — ବୈକୁଣ୍ଠ — The abode of Bishṇu
  • ସଂ. ବି. ( 6 ଷ୍ଠୀ ତତ୍; ଅଚ୍ୟୁତ+ଆବାସ) — ଅଶ୍ୱତ୍ଥବୃକ୍ଷ — The holy fig (tree)