ଅଚ୍ୟୁତାନନ୍ଦ Achyutānanda

  • ସଂ. ବି. ପୁଂ. (ବହୁବ୍ରୀହି; ଅଚ୍ୟୁତ=ଚିରସ୍ଥାୟୀ ଅଟେ ଆନନ୍ଦ ଯାହାର) — ବିଷ୍ଣୁ — Bishṇu
  • ସଂ. ବି. ପୁଂ. (ବହୁବ୍ରୀହି; ଅଚ୍ୟୁତ=ଚିରସ୍ଥାୟୀ ଅଟେ ଆନନ୍ଦ ଯାହାର) — ଶ୍ରୀକୃଷ୍ଣ — Srīkṛushṇa
  • ଦେ. ବି. ପୁଂ. — ମନୁଷ୍ୟର ନାମବିଶେଷ — One of the names given to males