ଅଚ୍ଛେଦ୍ୟ Achchhedya

  • ସଂ. ବିଣ—(ଅ+ଚ୍ଛେଦ୍ୟ; ସନ୍ଧିଯୋଗୁଁ ଛେ ସ୍ଥାନରେ ଚ୍ଛେ) — ଯାହା ଅସ୍ତ୍ରଶସ୍ତ୍ରାଦିଦ୍ୱାରା କଟାଯାଇ ନ ପାରେ — That which cannot be cut
  • ସଂ. ବିଣ—(ଅ+ଚ୍ଛେଦ୍ୟ; ସନ୍ଧିଯୋଗୁଁ ଛେ ସ୍ଥାନରେ ଚ୍ଛେ) — ଅବିଭାଜ୍ୟ — Indivisible
  • ସଂ. ବିଣ—(ଅ+ଚ୍ଛେଦ୍ୟ; ସନ୍ଧିଯୋଗୁଁ ଛେ ସ୍ଥାନରେ ଚ୍ଛେ) — ଯାହା ଛେଦନ କରିବା ଅନୁଚିତ — That which ought not to be cut