ଅଚ୍ଛିନ୍ନ Achchhinna

  • ସଂ. ବିଣ. (ଅ+ଛିନ୍ନ; ସନ୍ଧି ଯୋଗୁଁ ଛି ସ୍ଥାନରେ ଚ୍ଛି) — ଯାହା ଛିନ୍ନ ହୋଇ ନାହିଁ — Uncut
  • ସଂ. ବିଣ. (ଅ+ଛିନ୍ନ; ସନ୍ଧି ଯୋଗୁଁ ଛି ସ୍ଥାନରେ ଚ୍ଛି) — ଅବିଭକ୍ତ — Undivided