ଅଚ୍ଛିଦ୍ର Achchhidra
- ସଂ. ବିଣ. (ବହୁବ୍ରୀହି; ଅ+ଛିଦ୍ର; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) ନିରନ୍ଧ୍ର; ଛିଦ୍ରରହିତ — Having no hole; holeless
- ସଂ. ବିଣ. (ବହୁବ୍ରୀହି; ଅ+ଛିଦ୍ର; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) ନିର୍ଦୋଷ; ଦୋଷରହିତ — Faultless; defectless
- ସଂ. ବିଣ. (ବହୁବ୍ରୀହି; ଅ+ଛିଦ୍ର; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) ନିଃସନ୍ଦେହ — Undoubted; certain
- ସଂ. ବିଣ. (ବହୁବ୍ରୀହି; ଅ+ଛିଦ୍ର; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) କୌଣସି ଅଙ୍ଗ ଅପୂର୍ଣ୍ଣ ନ ରହି ସମ୍ପାଦିତ ହୋଇଥିବା (କର୍ମ) — (a work) Which has been completed without any flaw or defect
- ସଂ. ବିଣ. (ବହୁବ୍ରୀହି; ଅ+ଛିଦ୍ର; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) ଅତି ଘନ — Very dense
- ସଂ. ବିଣ. (ବହୁବ୍ରୀହି; ଅ+ଛିଦ୍ର; ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ) ସର୍ବବ୍ୟାପୀ — All pervading