ଅଚ୍ଛଭଲ୍ଲ Achchhabhalla

  • ସଂ. ବି. (ଅଚ୍ଛ=ସମ୍ମୁଖସ୍ଥ+ଭଲ୍ଲ ଧାତୁ=ବଧ କରିବା+ କର୍ତ୍ତୃ. ଅ; ଯେ ସମ୍ମୁଖସ୍ଥ ଜୀବକୁ ବଧ କରେ) — ଭାଲୁ — The bear
  • ସଂ. ବି. (ଅଚ୍ଛ=ସମ୍ମୁଖସ୍ଥ+ଭଲ୍ଲ ଧାତୁ=ବଧ କରିବା+ କର୍ତ୍ତୃ. ଅ; ଯେ ସମ୍ମୁଖସ୍ଥ ଜୀବକୁ ବଧ କରେ) — [ଦ୍ର—ପରୀକ୍ଷାଦ୍ୱାରା ଦେଖାଯାଇଅଛି ଯେ ଶିକାରୀ ବ୍ୟକ୍ତି ଭାଲୁକୁ ବନ୍ଧୁକ ବା କାଣ୍ଡ ଲାଛିଲା ପରେ ଭାଲୁ ଠିକ ସମ୍ମୁଖ ଦିଗକୁ ସୁଉସି ଆସେ ଓ ଶିକାରୀ ବ୍ୟକ୍ତି ଯେବେ ଭାଲୁର ସମ୍ମୁଖ ଦୃଷ୍ଟିରେଖାରୁ କିଛୁଦୂର ଆଡ଼େଇ ଯାଇଥାଏ, ତେବେ ସେ ବ୍ୟକ୍ତିକୁ ଆକ୍ରମଣ କରିପାରେନାହିଁ; ଯେବେ କେହି ବ୍ୟକ୍ତି ଘାଉଆ ଭାଲୁର ଠିକ ସାମନାସାମନି ଦୃଷ୍ଟିରେଖାରେ ଥାଏ, ତେବେ ଭାଲୁ ନିଶ୍ଚେଁ ତାକୁ ଆକ୍ରମଣ କରେ।]