ଅଚ୍ଛତ୍ର Aehchhatra

  • ସଂ. ବିଣ. (ବହୁବ୍ରୀହି; ଅ+ଛତ୍ର; ସନ୍ଧିଯୋଗୁଁ ଛ ସ୍ଥାନରେ ଚ୍ଛ ଆଦେଶ; ଯେଉଁଠାରେ ରାଜଛତ୍ର ନାହିଁ) — ଅରାଜକ; ରାଜହୀନ (ଦେଶ) — Anarchical; (a country) having no king