ଅଚ୍ (ଧାତୁ) Ach (root)

  • ସଂ. — ଗତି କରିବା — To move
  • ସଂ. — ମାନ୍ୟ କରିବା — To honour
  • ସଂ. — ଗୋଲ କରିବା — To make round
  • ସଂ. — ବଙ୍କାଇବା — To make curved
  • ସଂ. — ଅନୁରୋଧ କରିବା — To request