ଅଚିହ୍ନରା Achihnarā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅ+ଚିହ୍ନ) — ଅଗ୍ରାହକ (ବ୍ୟକ୍ତି); ଯେଉଁ ବ୍ୟକ୍ତି ଅନ୍ୟର ଗୁଣ ଚିହ୍ନିପାରେ ନାହିଁ — A person who is incapable of appreciating good qualities in others
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅ+ଚିହ୍ନ) — ଅଯୋଗ୍ୟ — Incompetent
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଅ+ଚିହ୍ନ) — ଯେଉଁ ବଣିଆ ସୁନା, ମଣି ଆଦି ପରଖ କରିବାରେ ବିଚକ୍ଷଣ ନୁହେ — A goldsmith who is not an expert tester of gold & gems