ଅଚିରଚିରା Achirachirā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅତର୍ଚ୍ଛିଆ; ଯେଉଁ ବ୍ୟକ୍ତି କୌଣସି ଭୟଙ୍କର ଘଟନା ଦେଖିଲେ କିଂକର୍ତ୍ତବ୍ୟ- ବିମୂଢ଼ ହୋଇ ଚିରିଚିରାଏ ବା ଚିତ୍କାର କରି ଉଠେ — A person who howls out when bewildered or frightened