ଅଚିନ୍ତା Achintā
- ସଂ. ବି. (ଅ+ଚିନ୍ତା) — ଚିନ୍ତାଶୂନ୍ୟତା; ନିଶ୍ଚିନ୍ତତା — Freedom from anxiety or care
- ସଂ. ବି. (ଅ+ଚିନ୍ତା) — ଦାୟିତ୍ୱଜ୍ଞାନଶୂନ୍ୟତା — Irresponsibility
- ଦେ. ବିଣ — ନିଶ୍ଚିନ୍ତ; ଚିନ୍ତାରହିତ — Free from anxiety or care
- ଦେ. ବିଣ — ପୂର୍ବରୁ ଖାଇ ମାତା ପିତା, ଏବେ ସେ ହୋଇଛି ଅଚିନ୍ତା। ରାମଦାସ, ଦାର୍ଢ଼୍ୟତାଭକ୍ତି।
- ଦେ. ବିଣ — ଚିନ୍ତା କରିବାକୁ ଯାହାର କୌଣସି ବିଷୟ ନ ଥାଏ — Having nothing to be anxious about
- ଦେ. ବିଣ — ଅଚିନ୍ତା ହୋଇ ରହିବେ ପରେ ସର୍ବାଠାର। ପୀତାମ୍ବର, ନୃସିଂହପୁରାଣ।