ଅଚିନ୍ତା ପହଣ୍ଡ Achiṇtā pahaṇda
- ପ୍ରାଦେ. (ପୁରୀ) ବି — ଯେଉଁ ଆବୃତ ଗଳିରାସ୍ତା ବାଟ ଜଗନ୍ନାଥ ମହାପ୍ରଭୁଙ୍କ ରୋଷରୁ ଭୋଗମଣ୍ଡପକୁ ରନ୍ଧା ହୋଇଥିବା ଅହ୍ମଣିଆ ଅନ୍ନ ବ୍ୟଞ୍ଜନାଦି ବୁହା ହୁଏ — A roofed passage through which the cooked food is carried to the main temple of Puri for being offered to the Deity Jagannatha
- ପ୍ରାଦେ. (ପୁରୀ) ବି — ଜଗନ୍ନାଥମନ୍ଦିରର ନାଟମନ୍ଦିର ମଧ୍ୟସ୍ଥ ସ୍ଥାନବିଶେଷ, ଯେଉଁଠାରେ ଭକ୍ତମାନେ ବସି ସ୍ତୁତି ପାଠ ଓ ଭଜନ କରନ୍ତି (ସମ୍ଭବତଃ ଏଠାରେ ବସି ସ୍ତୁତିପାଠ କରୁଥିବା ବେଳେ ଭକ୍ତକୁ ସଂସାରଚିନ୍ତା ବାଧେ ନାହିଁ ବୋଲି ଏହି ନାମ) — Name of a portion of the portico inside the Nātamandira of the temple of Jagannatha at Puri where devotees sit and recite prayers and hymns