ଅଚିନ୍ତନୀୟ Achintanīya

  • ସଂ. ବିଣ. (ଅ+ଚିନ୍ତନୀୟ) — ଯାହା ଚିନ୍ତା କରାଯାଇ ନ ପାରେ; ଚିନ୍ତାତୀତ; ଚିନ୍ତାର ଦୁରଧିଗମ୍ୟ; ଅଭାବନୀୟ — Unthinkable
  • ସଂ. ବିଣ. (ଅ+ଚିନ୍ତନୀୟ) — କଳ୍ପନାତୀତ — Unimaginable
  • ସଂ. ବିଣ. (ଅ+ଚିନ୍ତନୀୟ) — ଅବୋଧ୍ୟ — Incomprehensible