ଅଚିକିତ୍ସା Achikitsā

  • ସଂ. ବି. (ଅ+ଚିକିତ୍ସା) ଚିକିତ୍ସାର ଅଭାବ — Want of medical treatment
  • ସଂ. ବି. (ଅ+ଚିକିତ୍ସା) ଉପଯୁକ୍ତ ଚିକିତ୍ସାର ଅଭାବ — Want of proper medical treatment