ଅଚାନକ୍ Achānak

  • ବୈଦେ. କ୍ରି. ବିଣ. (ଆ. ଅଚାନକ୍) — ଅକସ୍ମାତ୍; ହଠାତ୍; ହୁ କରି — Suddenly; all on a sudden
  • ବୈଦେ. କ୍ରି. ବିଣ. (ଆ. ଅଚାନକ୍) — ଅପ୍ରତ୍ୟାଶିତରୂପେ — Unexpectedly
  • ବୈଦେ. କ୍ରି. ବିଣ. (ଆ. ଅଚାନକ୍) — ପ୍ରଚୁରରୂପେ; ବହୁତ — Excessively
  • ଦେ. ବିଣ — ଅପ୍ରତ୍ୟାଶିତ — Unexpected
  • ଦେ. ବିଣ — ଆକସ୍ମିକ — Sudden
  • ଦେ. ବି. (ହଠାତ୍ ଉପସ୍ଥିତ ବିପଦ ଏହି ଆଶୟରୁ) — ମହାମାରୀ — The plague
  • ଦେ. ବି. (ହଠାତ୍ ଉପସ୍ଥିତ ବିପଦ ଏହି ଆଶୟରୁ) — ଓଲାଉଠା; ବିସୂଚିକା — Cholera
  • ଦେ. ବି. (ହଠାତ୍ ଉପସ୍ଥିତ ବିପଦ ଏହି ଆଶୟରୁ) — ଦେଶବ୍ୟାପୀ କୌଣସି ସଂକ୍ରାମକ ବ୍ୟାଧି — An Epidemic
  • ଦେ. ବି. (ହଠାତ୍ ଉପସ୍ଥିତ ବିପଦ ଏହି ଆଶୟରୁ) — ହଠାତ୍ ଉପସ୍ଥିତ ବିପଦ — A sudden calamity