ଅଚଳଶିରୀ Achaḻaṡirī

  • ଗ୍ରା. ପଦ୍ୟ. ବି. (ସଂ. ଅଚଳା+ଶ୍ରୀ) — ଅସୀମ ସମ୍ପତ୍ତି — Vast wealth
  • ଗ୍ରା. ପଦ୍ୟ. ବି. (ସଂ. ଅଚଳା+ଶ୍ରୀ) — ଅକ୍ଷୟ ସୌଭାଗ୍ୟ — Unchangeable prosperity
  • ଗ୍ରା. ପଦ୍ୟ. ବି. (ସଂ. ଅଚଳା+ଶ୍ରୀ) — (ଅଚଳ=ପର୍ବତ+ଶ୍ରୀ=ଭାଗ୍ୟ)—ପର୍ବତରେ ଲୁଚିବାର ଭାଗ୍ୟ — Luck of hiding in the mountain caves
  • ଗ୍ରା. ପଦ୍ୟ. ବି. (ସଂ. ଅଚଳା+ଶ୍ରୀ) — ଲଭି ଅଚଳ ଶିରୀ ଅଚଳ ଶିରୀ ଯେ ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ। 27 । 1 । — ଲଭି ଅଚଳ ଶିରୀ ଅଚଳ ଶିରୀ ଯେ ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ271