ଅଚଳପକ୍ଷ Achaḻapaksha
- ଦେ. ବି. (ସଂ. ଅଚଳ+ପକ୍ଷ) — ଚଳତ୍ ଶକ୍ତି ରହିତ ଅବସ୍ଥା — Inability to move
- ଦେ. ବି. (ସଂ. ଅଚଳ+ପକ୍ଷ) — ସାଂସାରିକ କର୍ମ ଚଳାଇବା ଶକ୍ତିରହିତ ଅବସ୍ଥା — Want of means to conduct worldy matters
- ଦେ. ବି. (ସଂ. ଅଚଳ+ପକ୍ଷ) — ଅତି ଗରିବ ଅବସ୍ଥା — Poor or pennyless condition
- ଦେ. ବି. (ସଂ. ଅଚଳ+ପକ୍ଷ) — ନିରାଶ୍ରୟ ଅବସ୍ଥା — Helpless condition