ଅଚଳଜାତି Achaḻajāti

  • ଦେ. ବି. (ସଂ. ଅଚଳ+ଜାତି) — ଅସ୍ପୃଶ୍ୟ ଜାତି — Untouchable caste
  • ଦେ. ବି. (ସଂ. ଅଚଳ+ଜାତି) — ପାଣି ଅଛୁଆଁ ଜାତି; ଯେଉଁ ନୀଚ ଜାତୀୟ ଲୋକଙ୍କ ଛୁଆଁ ପାଣିକୁ ବ୍ରାହ୍ମଣାଦି ଉଚ୍ଚ ଜାତିମାନେ ବ୍ୟବହାର କରିବା ନିଷିଦ୍ଧ — 1. Low caste, the water touched by whom is not used by high caste people