ଅଚକ୍ଷୁଃ Achakshuḥ
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅ+ଚକ୍ଷୁସ୍) — ନେତ୍ରହୀନ; ଅନ୍ଧ — Eyeless; blind
- ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅ+ଚକ୍ଷୁସ୍) — ଯେଉଁ ଜୀବମାନଙ୍କୁ ଈଶ୍ୱର ଦୃଷ୍ଟିଶକ୍ତି ଦେଇ ନାହାନ୍ତି — (animals) Not endowed with the sense of vision
- ସଂ. ବି. (ନଞ ତତ୍; ଅ+ଚକ୍ଷୁ) — କୁତ୍ସିତ ଚକ୍ଷୁ — A bad eye