ଅଙ୍ଘ (ଧାତୁ) Aṅgha (root)
- ସଂ. — ଅଧୋଗତି କରିବା — To go down
- ସଂ. — ଗତି କରିବା — To move
- ସଂ. — ଆରମ୍ଭ କରିବା — To commence
- ସଂ. — ଯାତ୍ରା କରିବା — To set out
- ସଂ. — ନିନ୍ଦା କରିବା — To blame
- ସଂ. — କୌଣସି କାର୍ଯ୍ୟକୁ ତରବର କରି କରିବା — To hasten
- ସଂ. — ଆଗ ପଛ ନ ବିଚାରି ହଠାତ୍ କହିବା — To speak hastily