ଅଙ୍ଗୁଷ୍ଠ Aṅgushṭhā

  • ସଂ. ବି. (ଅଙ୍ଗ ଧାତୁ+ସଂଜ୍ଞାର୍ଥେ. ଉଷ୍ଠ) — ହାତର ବୁଢ଼ା ଆଙ୍ଗୁଠି — The thumb
  • ସଂ. ବି. (ଅଙ୍ଗ ଧାତୁ+ସଂଜ୍ଞାର୍ଥେ. ଉଷ୍ଠ) — ଗୋଡ଼ର ବୁଢ଼ା ଆଙ୍ଗୁଠି — The great toe
  • ସଂ. ବି. (ଅଙ୍ଗ ଧାତୁ+ସଂଜ୍ଞାର୍ଥେ. ଉଷ୍ଠ) — ବୁଢ଼ା ଆଙ୍ଗୁଠିର ଚଉଡ଼ା ବାଗର ପରିସର; 3/4 ଇଞ୍ଚ — ବୁଢ଼ା ଆଙ୍ଗୁଠିର ଚଉଡ଼ା ବାଗର ପରିସର;/4ଇଞ୍ଚ— Breadth of the thumb about /4 of an inch