ଅଙ୍ଗୁଳିସ୍ଫୋଟନ Aṅguḻisphoṭana

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗୁଳି+ସ୍ଫୋଟନ) — ଅଙ୍ଗୁଳି ଫୁଟାଇବା କର୍ମ — The snapping of the finger-tips; the cracking of the finger-joints