ଅଙ୍ଗୁଳିମୁଦ୍ରା Aṅguḻimudrā

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଙ୍ଗୁଳି+ମୁଦ୍ରା) — ନାମାଙ୍କିତ ମୁଦି — A signet ring; a seal ring
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଙ୍ଗୁଳି+ମୁଦ୍ରା) — ଦେବପୂଜାରେ ବ୍ୟବହୃତ ଅଙ୍ଗୁଳିମାନଙ୍କ ଦ୍ୱାରା ରଚିତ ମୁଦ୍ରାବିଶେଷ — A figure made by the fingers during worship
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଙ୍ଗୁଳି+ମୁଦ୍ରା) — ଆଙ୍ଗୁଠିରେ ପିନ୍ଧାଯିବା ମୁଦି — A finger-ring