ଅଙ୍ଗୁଳିପଞ୍ଚକ Aṅguḻipaṅchaka

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗୁଳି+ପଞ୍ଚକ) — ହାତର ପାଞ୍ଚଟି ଆଙ୍ଗୁଠି — The five fingers of the hand
  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗୁଳି+ପଞ୍ଚକ) — [ହାତର ପାଞ୍ଚଟି ଆଙ୍ଗୁଠି ଯଥା— 1 . ବୃଦ୍ଧା (ବୁଢ଼ା) — [ହାତର ପାଞ୍ଚଟି ଆଙ୍ଗୁଠି ଯଥା—1. ବୃଦ୍ଧା (ବୁଢ଼ା)Thumb;2. ତର୍ଜନୀ (ବିଶି)Index finger;3. ମଧ୍ୟମା (ମଝି)Middle-finger;4. ଅନାମିକା (ପରି)Ring finger;5. କନିଷ୍ଠା (କାଣୀ)Little finger.]
  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗୁଳି+ପଞ୍ଚକ) — ଗୋଡ଼ର 5 ଆଙ୍ଗୁଠି — ଗୋଡ଼ର5ଆଙ୍ଗୁଠି— . The toes of the feet