ଅଙ୍ଗୁଳିଠାର Aṅguḻi ṭhāra

  • ଦେ. ବି — ମନୋଭାବ ବ୍ୟକ୍ତ କରିବା ପାଇଁ ଅଙ୍ଗୁଳିର ଭିନ୍ନ ଭିନ୍ନ ପ୍ରକାରେ ଚାଳନ; ସଙ୍କେତ — Signs made by the fingers
  • ଦେ. ବି — ଏକ ପ୍ରକାର ଠାର; ଅଙ୍ଗୁଳିମାନ ଭିନ୍ନ ଭିନ୍ନ ପ୍ରକାରେ ଚାଳନ କରି ଦୁଇ ଜଣଙ୍କର ଭାବ ଆଦାନ ପ୍ରଦାନ କରିବା ପ୍ରକ୍ରିୟା (ଠାର ତଳେ ଦେଖ) — A system of finger-signals