ଅଙ୍ଗୁଳିଗ Aṅguḻiga

  • ସଂ. ବିଣ. ପୁଂ. (ଅଙ୍ଗୁଳି+ଗମ୍ ଧାତୁ+କର୍ତ୍ତୃ. ଅ) — ଯେଉଁ ଜୀବମାନେ ଆଙ୍ଗୁଠିରେ ଭରାଦେଇ ଚାଲନ୍ତି — (animals) Walking with their fingers