ଅଙ୍ଗୀକରଣ Aṅgīkaraṇa

  • ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କରଣ; ଯାହା ପୂର୍ବେ ଆପଣାର ଅଙ୍ଗ ନ ଥିଲା, ତାକୁ ଅଙ୍ଗରୂପେ ଗ୍ରହଣ କରିବା) — ଅଙ୍ଗୀକାର; କୌଣସି କାର୍ଯ୍ୟ କରିବା ପାଇଁ ଜବାବ ଦେବା; ପ୍ରତିଶ୍ରୁତି — Promising
  • ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କରଣ; ଯାହା ପୂର୍ବେ ଆପଣାର ଅଙ୍ଗ ନ ଥିଲା, ତାକୁ ଅଙ୍ଗରୂପେ ଗ୍ରହଣ କରିବା) — ସ୍ୱୀକରଣ; ରାଜି ହେବା — Consenting; agreeing; acknowledging
  • ସଂ. ବି. (ଅଙ୍ଗ+ଅଭୂତ ତଦ୍ଭାବେ. ଈ+କରଣ; ଯାହା ପୂର୍ବେ ଆପଣାର ଅଙ୍ଗ ନ ଥିଲା, ତାକୁ ଅଙ୍ଗରୂପେ ଗ୍ରହଣ କରିବା) — ଗ୍ରହଣ; ମଞ୍ଜୁରି — Acceptance