ଅଙ୍ଗିରି Aṅgiri

  • ଦେ. ବି. (ନାମ) — ମୟଦାନବପୁରର ନିକଟବର୍ତ୍ତୀ ପର୍ବତବିଶେଷ — Name of a mythological mountain
  • ଦେ. ବି. (ନାମ) — ଉତ୍ତରରେ ମଣିଜାର ଦକ୍ଷିଣେ ଅଙ୍ଗିରି। ସାରଳା ମହାଭାରତ, ଦ୍ରୋଣ।