ଅଙ୍ଗିରସ୍ Aṅgiras
- ସଂ. ବି. ନାମ (ଅଜ୍ଞା=ଜ୍ଞାନ+ଭରସ, ଯାହାଙ୍କର ଜ୍ଞାନ ଅଛି— ଅଙ୍ଗିରସ୍ ଶବ୍ଦର 1 ମା. 1 ବ.=ଅଙ୍ଗିରା।) ଋଷିବିଶେଷ; ସପ୍ତର୍ଷି ମଧ୍ୟରୁ ଏକତମ — Name of a sage
- ସଂ. ବି. ନାମ (ଅଜ୍ଞା=ଜ୍ଞାନ+ଭରସ, ଯାହାଙ୍କର ଜ୍ଞାନ ଅଛି— ଅଙ୍ଗିରସ୍ ଶବ୍ଦର 1 ମା. 1 ବ.=ଅଙ୍ଗିରା।) [ଦ୍ର—ଏ ବ୍ରହ୍ମାଙ୍କର ମାନସପୁତ୍ର, ବୃହସ୍ପତିଙ୍କ ପିତା; ଏ କର୍ଦ୍ଦମ ଋଷିଙ୍କ କନ୍ୟା ଶ୍ରଦ୍ଧାଙ୍କର (ମତାନ୍ତରରେ ଶୁଭା) ପାଣିଗ୍ରହଣ କରିଥିଲେ। ଏ ଋଗ୍ବେଦର ଅନେକଗୁଡ଼ିଏ ସୂକ୍ତର ଦ୍ରଷ୍ଟା ଥିଲେ; ଏ ଗୋଟିଏ ଧର୍ମସଂହିତା ଓ ଜ୍ୟୋତିଷ ଗ୍ରନ୍ଥର ପ୍ରଣେତା। ଅଗ୍ନି ମଧ୍ୟ ଏହାଙ୍କ ପୁତ୍ର।]
- ସଂ. ବି. ନାମ (ଅଜ୍ଞା=ଜ୍ଞାନ+ଭରସ, ଯାହାଙ୍କର ଜ୍ଞାନ ଅଛି— ଅଙ୍ଗିରସ୍ ଶବ୍ଦର 1 ମା. 1 ବ.=ଅଙ୍ଗିରା।) ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର। ସପ୍ତର୍ଷିମଣ୍ଡଳର ଲାଞ୍ଜର ମୁଣ୍ଡଆଡ଼ୁ ଗଣାଯିବା 3 ୟ ନକ୍ଷତ୍ର (ନକ୍ଷତ୍ର ତଳେ ନୋଟ ଦେଖ) — ସପ୍ତର୍ଷିମଣ୍ଡଳର ଗୋଟିଏ ନକ୍ଷତ୍ର ସପ୍ତର୍ଷିମଣ୍ଡଳର ଲାଞ୍ଜର ମୁଣ୍ଡଆଡ଼ୁ ଗଣାଯିବା3ୟ ନକ୍ଷତ୍ର (ନକ୍ଷତ୍ର ତଳେ ନୋଟ ଦେଖ)—. The star Alioth (Epsilon) in the constellation Ursa; major; or the Great Bear
- ସଂ. ବି. ନାମ (ଅଜ୍ଞା=ଜ୍ଞାନ+ଭରସ, ଯାହାଙ୍କର ଜ୍ଞାନ ଅଛି— ଅଙ୍ଗିରସ୍ ଶବ୍ଦର 1 ମା. 1 ବ.=ଅଙ୍ଗିରା।) (ଜ୍ୟୋତିଷ) ବୃହସ୍ପତି ଗ୍ରହ — The planet Jupiter (M.W.)