ଅଙ୍ଗାରୀ Aṅgārī

  • ସଂ. ବିଣ. (ଅଙ୍ଗାର+ଇନ୍; 1 ମା. 1 ବ.) (ଜ୍ୟୋତିଷ, ବରାହ ମିହିର ବୃହଜ୍ଜାତକ) — ସୂର୍ଯ୍ୟକିରଣଦ୍ୱାରା ଉତ୍ତପ୍ତ କିନ୍ତୁ ଯହିଁରେ ଆଉ ସୂର୍ଯ୍ୟକିରଣ ପଡ଼ୁ ନାହିଁ — Heated by the Sun though no longer exposed to its rays