ଅଙ୍ଗାରି Aṅgāri

  • ଦେ. ବି. (ପାନବରଜୀଙ୍କ ଭାଷା; ସଂ. ଅଙ୍ଗାର) — ପାନ ଲତାର ରୋଗବିଶେଷ — A disease attaking the betel creeper
  • ଦେ. ବି. (ପାନବରଜୀଙ୍କ ଭାଷା; ସଂ. ଅଙ୍ଗାର) — [ଦ୍ର—ପାନଲତା ମୂଳରେ ସାରରୂପେ ଦିଆଯିବା ପିଡ଼ିଆର ଓ ମାଟିର ଦୋଷରୁ ପାନ ଲତାରେ ଏ ରୋଗଜନ୍ମେ। ଏଥିରେ ପାନ ଲତାର ପବମାନ କଳା ପଡ଼ି ଫୋପରା ହୋଇଯାଏ।]