ଅଙ୍ଗାରିତ Aṅgārita
- ସଂ. ବିଣ. (ଅଙ୍ଗାର+ଇତ; ତୁଳ—ତାରକିତ; କଣ୍ଟକିତ) — ଦଗ୍ଧ ପ୍ରାୟ — Almost burnt
- ସଂ. ବିଣ. (ଅଙ୍ଗାର+ଇତ; ତୁଳ—ତାରକିତ; କଣ୍ଟକିତ) — ପୋଡ଼ି ଅଙ୍ଗାରରେ ପରିଣତ ହୋଇଥିବା — Charred; burnt to charcoal
- ସଂ. ବି — ପଳାଶ କଳିକୋଦ୍ଗମ — The budding of the Butea Frondosa
- ସଂ. ବି — ଜୈନ ସନ୍ନ୍ୟାସୀମାନଙ୍କର ନିଷିଦ୍ଧ ଖାଦ୍ୟ କୌଣସି ପଦାର୍ଥର ପୋଡ଼ା — Any burnt thing which the Ja̲i̱na ascetics will not accept (M.W.)
- ସଂ. ବି — ପଳାଶର ନୂଆ କଢ଼ — The early blossom of Butea Frondosa