ଅଙ୍ଗାରିଣୀ Aṅgāriṇī

  • ସଂ. ବି. (ଅଙ୍ଗାର+ଇନ୍+ଈ) — ଲତାବିଶେଷ — Name of a creeper (M.W.)
  • ସଂ. ବି. (ଅଙ୍ଗାର+ଇନ୍+ଈ) — ଯେଉଁ ଅଞ୍ଚଳରୁ ସୂର୍ଯ୍ୟ କିଛିକ୍ଷଣ ପୂର୍ବରୁ ଅନ୍ତର୍ହିତ ହୋଇ ଅଛନ୍ତି — The region just left by the Sun
  • ସଂ. ବିଣ. ସ୍ତ୍ରୀ—(ଅଙ୍ଗାରିତ+ଆ) — ଅଙ୍ଗାରିତର ସ୍ତ୍ରୀଲିଙ୍ଗ — Feminine of Aṅgārita