ଅଙ୍ଗାରକ Aṅgāraka

  • ସଂ. ବିଣ. (ଅଙ୍ଗାର+ଜାତାର୍ଥେ. କ) — ଅଙ୍ଗାରରୁ ଜାତ — Produced from charcoal or carbon
  • ସଂ. ବି—(ଅଙ୍ଗାର+କ) — କୁରଣ୍ଟକ (ଦେଖ) — Kuraṇtaka (See)
  • ସଂ. ବି—(ଅଙ୍ଗାର+କ) — ଭୃଙ୍ଗରାଜ; କେଶଦୁଦୁରା (ଦେଖ) — Keṡadudurā (See)
  • ସଂ. ବି—(ଅଙ୍ଗାର+କ) — ମଙ୍ଗଳ ଗ୍ରହ — The planet Mars
  • ସଂ. ବି—(ଅଙ୍ଗାର+କ) — ମୁଖରେ ଅଙ୍ଗାରକ ଶୋହେ, ଉପସ୍ଥେ ଶନିଶ୍ଚର ରହେ। ଜଗନ୍ନାଥ, ଭାଗବତ।
  • ସଂ. ବି—(ଅଙ୍ଗାର+କ) — ପ୍ରବାଳ; ପୋହଳା — Coral
  • ସଂ. ବି—(ଅଙ୍ଗାର+କ) — ଅଙ୍ଗାର; କୋଇଲା — Charcoal
  • ସଂ. ବି—(ଅଙ୍ଗାର+କ) — ମଙ୍ଗଳବାର — Tuesday (M.W.)
  • ସଂ. ବି—(ଅଙ୍ଗାର+କ) — ସୌବୀର ଦେଶର ରାଜାବିଶେଷ — Name of a prince of Sa̲u̲bira
  • ସଂ. ବି—(ଅଙ୍ଗାର+କ) — ରୁଦ୍ରବିଶେଷ — Name of a Rudra
  • ସଂ. ବି—(ଅଙ୍ଗାର+କ) — କଥାସରିତ୍ସାଗରୋକ୍ତ ରାକ୍ଷସବିଶେଷ — Name of a demon of the Indian folklore
  • ସଂ. ବି—(ଅଙ୍ଗାର+କ) — ଗୁଳ୍ମବିଶେଷ — A plant; Eclipta or Verbesina (M.W.)