ଅଙ୍ଗାବରଣ Aṅgābaraṇa

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ଆବରଣ) — ଅଙ୍ଗତ୍ରାଣ; ସାଞ୍ଜୁ — 1. Coat of mail; armour
  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ଆବରଣ) — ପୋଷାକ — Dress
  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ଆବରଣ) — ଦେହ ଘୋଡ଼ାଇବା ଚାଦର — A covering for the body; a sheet