ଅଙ୍ଗାରକମଣି Aṅgārakamaṇi

  • ସଂ. ବି. (ମଧ୍ୟପଦଲୋପୀ ଅଙ୍ଗାରକାଭ ମଣି କିମ୍ବା ଅଙ୍ଗାର ଗ୍ରହ-ପ୍ରିୟ ମଣି—ଅଙ୍ଗାରକ+ମଣି) — ପ୍ରବାଳ; ପୋହୋଳା — Coral