ଅଙ୍ଗହୀନ Aṅgahīna

  • ସଂ. ବିଣ. ( 3 ୟା ତତ୍; ଅଙ୍ଗ+ହୀନ) — (ପୁଂ.) ବିକଳାଙ୍ଗ; ଛିନ୍ନାବୟବ; ଖଣ୍ଡିଆ — Maimed; mutilated
  • ସଂ. ବିଣ. ( 3 ୟା ତତ୍; ଅଙ୍ଗ+ହୀନ) — (ପୁଂ.) ଯାହାର କୌଣସି ବିଶିଷ୍ଟ ଅଙ୍ଗ ନ ଥାଏ — Limbless; wanting in any limb
  • ସଂ. ବିଣ. ( 3 ୟା ତତ୍; ଅଙ୍ଗ+ହୀନ) — ଅସମ୍ପୂର୍ଣ୍ଣ (କାର୍ଯ୍ୟ ବା ଅନୁଷ୍ଠାନ) — Incomplete (work)
  • ସଂ. ବିଣ. ( 3 ୟା ତତ୍; ଅଙ୍ଗ+ହୀନ) — ଅଶରୀର; ଅନଙ୍ଗ — Incorporeal
  • ସଂ. ବିଣ. ( 3 ୟା ତତ୍; ଅଙ୍ଗ+ହୀନ) — ଯେଉଁ କାମରେ ଖଇଚା ରହିଯାଏ — Defective (work)
  • ସଂ. ବିଣ. ( 3 ୟା ତତ୍; ଅଙ୍ଗ+ହୀନ) — ଯେଉଁ ବସ୍ତୁରେ ପ୍ରଧାନ ଉପକରଣ ବା ଅଂଶର ଅଭାବ ଥାଏ — Wanting in some of the principal ingredients
  • ସଂ. ବି — କାମଦେବ — Cupid