ଅଙ୍ଗସେବା Aṅgasebā

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ସେବା) — ପ୍ରଭୁଙ୍କ (ରାଜା ବା ଦେବତା) ଶ୍ରୀଅଙ୍ଗ ଛୁଇଁ ଯେଉଁ ସେବା କରାଯାଏ — Personal service rendered to one's master to a deity