ଅଙ୍ଗସେବକ Aṅgasebaka
- ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; ଅଙ୍ଗ+ସେବକ) — ଅଙ୍ଗଲଗା (ଦେଖ) — Aṅgalagā (See)
- ପ୍ରାଦେ. (ପୁରୀ) ବି. ପୁଂ — ପୁରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ଛୁଇଁ ସେବା କରିବା ସେବକ ବିଶେଷ; ପଶୁପାଳକ ସେବକ। (ଏମାନେ ଦେବତାଙ୍କୁ ଲୁଗା ଓ ଅଳଙ୍କାର ଲାଗି ଓ ଉଲାଗି କରନ୍ତି।) — A class of personal servants of the deity Jagannātha at Puri