ଅଙ୍ଗସଙ୍ଗ Aṅgasaṅga
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ସଙ୍ଗ) — ଜଣକ ଦେହରେ ଅନ୍ୟ ବ୍ୟକ୍ତିର ଦେହ ଲାଗିବା ବା ବାଜିବା — Bodily contact; coming in contact of the bodies of two persons
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ସଙ୍ଗ) — ଦୁଇ ବ୍ୟକ୍ତିଙ୍କ ମିଳନ — Union or meeting together of two persons
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ସଙ୍ଗ) — ସହବାସ; ସଙ୍ଗମ; ମୈଥୁନ — Coition; cohabitation; copulation
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ସଙ୍ଗ) — ସେହି ନବୀନା ଅଙ୍ଗସଙ୍ଗ ସୁଖ ପାଇ / ପାସୋରିଲେ ଛାଡ଼ି ଆସିବା ଚାରି ଭାଇ। କୃଷ୍ଣସିଂହ, ମହାଭାରତ, ଆଦି।