ଅଙ୍ଗଲାଗି Aṅgalāgi
- ଦେ. ବି. (ଦେବତା ଓ ରାଜାଙ୍କ ପ୍ରତି ପ୍ରଯୁଜ୍ୟ; ଅଙ୍ଗ+ ଲଗା ଧାତୁ) — ରାଜା ବା ଦେବତାଙ୍କ ଶ୍ରୀଅଙ୍ଗରେ ଲାଗିବା ବା ବ୍ୟବହୃତ ହେବା — Personal use of a King or a Deity
- ଦେ. ବି. (ଦେବତା ଓ ରାଜାଙ୍କ ପ୍ରତି ପ୍ରଯୁଜ୍ୟ; ଅଙ୍ଗ+ ଲଗା ଧାତୁ) — ଅଙ୍ଗଲାଗି ପାଇଁ କନ୍ଧପଲ୍ଲିଜାତ ହରିଦ୍ରା ଯୋଗାଏ ବୋଦ। ରାଧାନାଥ, ପାର୍ବତୀ।
- ଦେ. ବିଣ — ଦେବତା ବା ରାଜା—ରାଣୀଙ୍କ ପରିହିତ ବା ବ୍ୟବହୃତ — Used or worn by a King or a Deity
- ଦେ. ବିଣ — ଶ୍ରୀଅଙ୍ଗଲାଗି ପାଛୋଡ଼ି। ଆପଣେ ଦିଅନ୍ତି ଶାଢ଼ୀ। ପ୍ରାଚୀ, ନଳଚରିତ।