ଅଙ୍ଗରକ୍ଷକ Aṅgarakshaka
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ରକ୍ଷକ) — ଅଙ୍ଗରଖା; କୁରୁତା — Coat
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ରକ୍ଷକ) — କବଚ; ସାଞ୍ଜୁ — Coat of mail
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ରକ୍ଷକ) — ରାଜାଙ୍କ ଶରୀରକୁ ଜଗିବା ଭୃତ୍ୟ ବା ସିପାହୀ — A king's bodyguard
- ସଂ. ବିଣ. ପୁଂ. — ଯେ ରାଜା ଆଦିଙ୍କ ଶରୀରକୁ ଆକ୍ରମଣାଦିରୁ ରକ୍ଷା କରେ — Guarding the person of a great personage