ଅଙ୍ଗଯଷ୍ଟି Aṅgaj̄ashṭi

  • ସଂ. ବି. (ରୂପକ; ଅଙ୍ଗ+ଯଷ୍ଟି) — ସମସ୍ତ ଅବୟବଯୁକ୍ତ ଶରୀର — The whole body of a person being the aggregate of all the limbs
  • ସଂ. ବି. (ରୂପକ; ଅଙ୍ଗ+ଯଷ୍ଟି) — ଚାରୁ ଅଙ୍ଗଯଷ୍ଟି ସରଳ ସୁଢଳ ଯେସନ ଶାଳ ବଲ୍ଲଭୀ। ରାଧାନାଥ—ପାର୍ବତୀ।