ଅଙ୍ଗମର୍ଦ୍ଦ Aṅgamardda
- ସଂ. ବି. ପୁଂ. (ଅଙ୍ଗ+ମୃଦ ଧାତୁ=ଘଷିବା+କର୍ତ୍ତୃ. ଅ) — ଅଙ୍ଗସଂବାହକ ଭୃତ୍ୟ; ଯେଉଁ ଚାକର ପ୍ରଭୁଙ୍କ ଗୋଡ଼ ହାତ ଘଷିଦିଏ — A servant who massages or shampoos the limbs of the master
- ସଂ. ବି. ପୁଂ. (ଅଙ୍ଗ+ମୃଦ ଧାତୁ=ଘଷିବା+କର୍ତ୍ତୃ. ଅ) — ଆମବାତ — Rheumatism (M.W.)
- ସଂ. ବି. ପୁଂ. (ଅଙ୍ଗ+ମୃଦ ଧାତୁ=ଘଷିବା+କର୍ତ୍ତୃ. ଅ) — ଯେଉଁ ଭୃତ୍ୟ ପ୍ରଭୁଙ୍କ ଦେହରେ ହଳଦୀ ତେଲ ମାଲିସ କରେ — A servant who rubs oil etc. on the body of the master