ଅଙ୍ଗଭଙ୍ଗୀ Aṅgabhangī

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ଭଙ୍ଗୀ) — ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ — Gesticulations or artistic postures assumed during dancing
  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ଭଙ୍ଗୀ) — ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା — Charming postures and gesticulations assumed by lovers