ଅଙ୍ଗବିକାର Aṅgabikāra
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ବିକାର) — ରୋଗାଦିଦ୍ୱାରା ଅଙ୍ଗମାନଙ୍କର କଦାକାର ଅବସ୍ଥା — Bodily deformity due to disease
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ବିକାର) — ବିକଳାଙ୍ଗତା; ଅଙ୍ଗହାନି; ଦେହର କୌଣସି ଅଙ୍ଗ କଟିଯିବା ଅବସ୍ଥା — Mutilated condition of the limbs
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ବିକାର) — ରୋଗ — Disease
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ବିକାର) — ମୂର୍ଚ୍ଛା — Collapse; fainting
- ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ବିକାର) — ଅପସ୍ମାର; ମୃଗୀରୋଗ — Epilepsy