ଅଙ୍ଗଛୁଇଁବା Aṅgachhuiñbā

  • ଦେ. କ୍ରି. — କୌଣସି ବ୍ୟକ୍ତିର ଅଙ୍ଗ ସ୍ପର୍ଶ କରିବା — To touch a person's body
  • ଦେ. କ୍ରି. — ଦେହ ସ୍ପର୍ଶ କରି ଶପଥ କରିବା; ଦେହ ଛୁଇଁବା — To take an oath by touching a limb
  • ଦେ. କ୍ରି. — ରମଣ କରିବା — To cohabit
  • ଦେ. କ୍ରି. — ଦାସୀ ଅଙ୍ଗ ଛୁଇଁବାରୁ ବୀର୍ଯ୍ୟହୀନ ହେବେ। ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା।