ଅଙ୍ଗଚ୍ଛେଦ Aṅgachchheda

  • ସଂ. ବି. ( 6 ଷ୍ଠୀ ତତ୍; ଅଙ୍ଗ+ଚ୍ଛେଦ; ସନ୍ଧିଦ୍ୱାରା ଛ ସ୍ଥାନରେ ଚ୍ଛ ଆଦେଶ) — ଦେହର ଅଙ୍ଗବିଶେଷର କର୍ତ୍ତନ — Multilation; Dis-memberment of any limb